ଅଳିଆରେ ଭର୍ତ୍ତି ବରମୁଣ୍ଡା ଖେଳ ପଡ଼ିଆ : ଆବର୍ଜନା ଉଠାଇବ କିଏ..?

ଟଙ୍କା ନେଇ ପଡ଼ିଆ ସଫା କଲାନି କ୍ରୀଡ଼ା ବିଭାଗ ଖଣ୍ଡଗିରି: ଖେଳ ପାଇଁ ପଡ଼ିଆକୁ ବଞ୍ଚାଇଲୁ ଏବେ ଏହା ଇଭେଣ୍ଟ ମ୍ୟାନେଜମେଣ୍ଟ ପଡ଼ିଆରେ ପରିଣତ ହୋଇ ସାରିଛି। ଶିଶିର ସରସ ପରେ ପଡ଼ିଆ ସଫେଇ ପାଇଁ ଓରମାସ୍‌ ଠାରୁ ଟଙ୍କା ନେଇଛି କ୍ରୀଡ଼ା ବିଭାଗ କିନ୍ତୁ ୧୩ ଦିନ ପରେ ମଧ୍ୟ ପଡ଼ିଆ ସଫେଇ କରାଯାଉ ନାହିଁ। ବରଂ ଅବସ୍ଥା ଏଭଳି ହୋଇଛି ଯେ ଟୁର୍ଣ୍ଣାମେଣ୍ଟ କଥା ଦୂରେ ଥାଉ … Continue reading ଅଳିଆରେ ଭର୍ତ୍ତି ବରମୁଣ୍ଡା ଖେଳ ପଡ଼ିଆ : ଆବର୍ଜନା ଉଠାଇବ କିଏ..?